follow me on Instagram =sumansahu2433


20 ହଜାରରୁ ଅଧିକ ମହୁମାଛି ଗୋଟିଏ କାର କୁ 2 ଦିନ ଧରି ପିଛା କଲେ, ଯେତେବେଳେ ସତ ସାମ୍ନାକୁ ଆସିଲା ତ ସମସ୍ତଙ୍କ ହୋସ ଉଡିଗଲା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୦ ହଜାର ମହୁମାଛି ଘେରିଗଲେ କାର ! ୨ ଦିନ ପର୍ଯ୍ୟନ୍ତ କାରକୁ ପିଛା କରି କରି ଗଲେ । ତେବେ ଏଭଳି କିଛି ଖବର ବ୍ରିଟେନରୁ ଆସିଥିଲା । ଯେଉଁଠାରେ କି ୧୦୦ କିମ୍ବା ୨୦୦ ନୁହେଁ । ବଂର ୨୦, ୦୦୦ ପାଖାପାଖି ମହୁମାଛି କାରକୁ ଘେରି ଯାଇଥିଲେ । କାରର ମାଲିକ ଯେତେବେଳେ ଏହି କାରକୁ ଦେଖିଥିଲା । ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।
ଖାଲି ସେତିକି ନୁହେଁ, ବଂର ସେହି ଏରିଆରେ କାରରେ ଏତେ ସଂଖ୍ୟକ ମହୁମାଛି ଘେରିଯିବାର ଦ୍ରୁଶ୍ଯ ଯିଏ ମଧ୍ୟ ଦେଖୁଥିଲା । ସେମାନେ ମଧ୍ୟ ଠିଆ କୁ ଠିଆ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ତାପରେ ବହୁ ଲୋକଙ୍କର ଏହି ଦୃଶ୍ୟକୁ ଦେଖି ଅନେକ ପ୍ରକାର ମତ ମଧ୍ୟ ସାମ୍ନାକୁ ଆସିଥିଲା । କିଏ କହିଥିଲା ଏହି କାର ବୋଧ ହୁଏ । ମାହୁମାଛି ମାନଙ୍କୁ ପସନ୍ଦ ଆସିଯାଇଛି । ତ ଅନ୍ୟ ପକ୍ଷରେ ଆଉ କିଏ କହୁଛି । ଏହି କାରରେ ବୋଧେ ମହୁ ବୋଳି ହୋଇଯାଇଛି ।